ବ୍ରହ୍ମପୁରରେ ଗର୍ଜିଲେ ଶତାଧିକ ଆଉଟସୋର୍ସ କର୍ମଚାରୀ । ସରକାର ଆମକୁ ବାରମ୍ବାର ଅଣଦେଖା କରୁଛନ୍ତି । ଆମକୁ ସ୍ଥାୟୀ ନିଯୁକ୍ତି ଆବଶ୍ୟକ । ତେଣୁ ଏବେ ଜିଲ୍ଲାରେ ଆନ୍ଦୋଳନ ହେଉଛି । ଆଗକୁ 30ଜିଲ୍ଲାର ଲକ୍ଷ ଲକ୍ଷ ଆଉଟସୋର୍ସ କର୍ମଚାରୀ ଯିବୁ ଭୁବନେଶ୍ୱର ନିଜ ନିଜ ହକ୍ ଆଣିବାକୁ ।
#Brahmapur #outsource #workers #protest #Odisha #ArgusNews