ପ୍ରାଣଘାତକ ହେଉଛି ଫ୍ଲୋରାଇଡ୍ ପାଣି !
ଉପକୂଳରୁ ଉପାନ୍ତ ।…..ଫ୍ଲୋରାଇଡ୍ ପାଣିର ଆତଙ୍କ।….. ଇଏ ହେଉଛି ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ବାଲିପାଳ ପଂଚାୟତର ଦୃଶ୍ୟ। ଏଠି ଅକାଳରେ ଗ୍ରାସ କରୁଛି ବାର୍ଦ୍ଧକ୍ୟ । ଦେଖିବା ଏହି ରିପୋର୍ଟ
#balasore #FlorideWater #DrinkingWater #ArgusNews #Odisha