ପଖାଳ.…ଓଡ଼ିଆଙ୍କ ପରିଚୟ !
ବିଶ୍ବ ପଖାଳ ଦିବସରେ ଜମିଲା ପାରମ୍ପରିକ ଓଡ଼ିଆ ଖାଦ୍ୟର ଆସର । ଗରିବଙ୍କ କୁଡ଼ିଆଠୁ ନେତାଙ୍କ ଡାଇନିଂ, ସବୁଠି ମହମହ ବାସିଲା ପଖାଳ କଂସା । ଷ୍ଟାର ହୋଟେଲ ଓ ରେସ୍ତୋରାଁରେ ପରସା ଯାଉଛି ପଖାଳ । ଘରେ ବାହାରେ ନିଜ ସ୍ବାଦ ଓ ତରିକାରେ ପଖାଳ ଖାଇ ଏ ଦିନକୁ ପାଳିଛନ୍ତି ସବୁ ଓଡ଼ିଆ। ପଖାଳରେ ସନ୍ତୁଷ୍ଟ ଓଡ଼ିଆଙ୍କ ବଡ଼ ଠାକୁର
#ArgusNews #PakhalDivas #Celebrate #TraditionalFood #Odisha