#କାଲିଠୁ_ପ୍ରଚାରରେ_କମ୍ପିବ_ପଦ୍ମପୁର
#ଚାଷ_ସ୍ବାସ୍ଥ୍ୟ_ପାନୀୟଜଳ_ଓ_ଜିଲ୍ଲା_ମାନ୍ୟତା
ସରିଲା ନାମାଙ୍କନ ଯାଞ୍ଚ, କମ୍ପିବ ପଦ୍ମପୁର । ବିଜେଡିକୁ ଭାରି ପଡିପାରେ ଚାଷୀ, ସ୍ବାସ୍ଥ୍ୟ, ପାଣି, ଜିଲ୍ଲା ମାନ୍ୟତା ପ୍ରସଙ୍ଗ ନେଇ ଜନ ଅସନ୍ତୋଷ । ଅସନ୍ତୋଷକୁ ଆୟୁଧ କରି ପ୍ରଚାର ମୈଦାନକୁ ଓହ୍ଲାଇବ ବିଜେପି ।
#argusnews #padampurbypoll #campaign #padampur #odisha