#ସତ୍ୟର_ସାମ୍ନା_ପାଇଁ_ବିଜେଡିକୁ_ଏତେ_ଡର_କାହିଁକି
#ପଦମପୁରର_5_ସତ_ପାଇଁ_ଦେଖାଇଲୁ_ପୋଲ_ଖୋଲିଗଲା_ବୋଲି_ଏତେ_ରାଗ
ବିଜେଡି ଟଙ୍କା ବାଣ୍ଟୁଥିବାର ଦୃଶ୍ୟ କଏଦ ହୋଇଥିଲା ଅର୍ଗସ କ୍ୟାମେରାରେ । ବିଜେଡି ପ୍ରାର୍ଥୀନି ବର୍ଷା ସିଂହ ବରିହାଙ୍କ ଭାଇ ବି ଟଙ୍କା ବାଣ୍ଟୁଥିବା ବେଳେ ଧରାପଡିଗଲେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ମିଛ ଅଭିଯୋଗ କଲା ବିଜେଡି । ଅଭିଯୋଗ ଆଣିଲା ଅର୍ଗସ ଓ ଅର୍ଗସ ପ୍ରତିନିଧି ସନ୍ତୋଷ ଜେନା ପଦମପୁରରେ ଟଙ୍କା ବାଣ୍ଟୁଛନ୍ତି । ତା ପୂର୍ବରୁ ଅର୍ଗସ ପ୍ରତିନିଧି ଶତରୁପା ସାମନ୍ତରାୟଙ୍କୁ ରାଲି ଭିତରେ ଠେଲିଲେ ବରିଷ୍ଠ ମନ୍ତ୍ରୀ ରାଜା ସ୍ବାଇଁ ।
#ArgusNews #BJD #padampur #padampurbypoll #padampurbyelection #fakealligation #moneydistribution #Odisha