ଦିନକ ପରେ ପଦମପୁର ଉପ ନିର୍ବାଚନ । ପ୍ରଚାରର ଶେଷ ଦିନରେ ବି କମ୍ପିଲା ପଦମପୁର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଶାଳ ଜନସଭା ଓ ରୋଡ୍ ଶୋ । ଝାରବନ୍ଧରେ ବିଜେଡିର ଜୋରଦାର ପ୍ରଚାର। ସେପଟେ ୩୧୯ ବୁଥ ଅଭିମୁଖେ ପୋଲିଂ ପାଟିଂ। ଏଥର ୫୦ ପ୍ରତିଶତ ବୁଥର ହେବ ୱେବ କାଷ୍ଟିଂ।
#ArgusNews #padampur #padampurbypoll #padampurbyelection #PadmapurVote #Odisha