#ଏ_ଲୁହର_ଆପଣ_କଣ_ନାଁ_ଦେବେ_କୁହନ୍ତୁ
#ଏ_ଲୁହ_ଭିତରେ_ଲୁଚିଛି_କି_କୋହ_ଆଉ_କ୍ରୋଧ
ପଦ୍ମପୁରରେ ବିକଟାଳ ବ୍ୟବସ୍ଥା ବିରୋଧରେ ବିଦ୍ରୋହ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିଙ୍କ ଆଖିରେ ଲୁହ। ପ୍ରେସମିଟରେ କାନ୍ଦି ପକାଇଲେ ପ୍ରଦୀପ। କହିଲେ, ପଥରେଲ୍ ଗାଁରେ ତାଙ୍କ ଉପରେ ଆକ୍ରମଣ ପାଇଁ ହୋଇଥିଲା ପ୍ଲାନ।
#ArgusNews #BJP #PradipPurohit #PadampurBypoll #PadampurByElection #Padampur #Bargarh #Odisha