#ପଦ୍ମପୁର_ପାଇଁ_ତରବର_ରାଜ୍ୟ_ସରକାର
#ପଦମପୁର_ଉପନିର୍ବାଚନ_ପାଇଁ_ଇଏ_ସରକାରଙ୍କ_ମିଛ_ଦର_ନୁହେଁ_ତ ?
କିଛି ଦିନ ତଳେ ଘୋଷଣା କରିଥିଲେ ଆଉ ରବିବାର ତରବରିଆ ଭାବେ ମଧ୍ୟବର୍ତ୍ତୀ କାଳୀନ ସହୟତା ବାବଦକୁ କେନ୍ଦୁପତ୍ର ତୋଳାଳୀଙ୍କୁ ୧୦୦୦ ଟଙ୍କା , ବନ୍ଧାଳି ଏବଂ ସିଜିନାଲ କର୍ମଚାରୀଙ୍କୁ ୧୫୦୦ ଟଙ୍କା ଲେଖାଏ ଡିବିଟି ଜରିଆରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି ଟଙ୍କା । ପଦ୍ମପୁର ପାଇଁ ମୋହରା ସାଜିଛନ୍ତି କି କେନ୍ଦୁପତ୍ର ତୋଳାଳି ?
#ArgusNews #kenduleafs #controversy #padampur #ByElection #Bargarh #Odisha #OdishaGovt