#ପଦମପୁରରେ_କିଏ_ବନିବ_ବାଜିଗର ?
୨୦୨୪ ଫାଇନାଲ୍ ପୂର୍ବରୁ ଶାସକ ଦଳ ସମ୍ମାନର ବାଜି
ପଦମପୁର ଆଖଡ଼ାରେ କିଏ ହେବ ପହିଲମାନ ? ୨୦୨୪ ଫାଇନାଲ ପୂର୍ବରୁ ପଦମପୁର ସେମି ଫାଇନାଲ ଭାବେ ପରିଗଣିତ ହେଉଥିବାରୁ ଏବେ ଶାସକ ଦଳର ସମ୍ମାନ ବାଜିରେ ଲାଗିଛି
#ArgusNews #padampur #padampurbypoll #padampurbyelection #BJD #BJP #Congress #Bargarh #Odisha