#ଅବହେଳା_ବନାମ_ବିକାଶର_ଲଢେଇ
#ଜନତାଙ୍କ_ଦରବାରରେ_ହେବ_ବିକାଶର_ହିସାବ_ନିକାଶ
ପଦମପୁରରରେ ପ୍ରଚାରର ଘମାସାନ ଭିତରେ ବିଜେପି ସରକାରୀ ଅବହେଳାର ଲମ୍ବା ତାଲିକା ଥୋଇ ମାଗୁଛି ଭୋଟ... ଏଥିରେ ଜିଲ୍ଲାମାନ୍ୟତାରୁ ଆରମ୍ଭ କରି ଚାଷୀ ଯନ୍ତ୍ରଣା ଆଉ ଦାଦନ ଦୁଃଖରୁ ନେଇ କେନ୍ଦୁପତ୍ର ତୋଳାଳୀଙ୍କ ସମସ୍ୟା
#ArgusNews #padampur #padampurbypoll #padampurbyelection #BJP #BJD #Bargarh #Odisha