ଝାରବନ୍ଧ ବ୍ଲକର ୨ନଂ ବୁଥରେ ଏକ ଘଣ୍ଟା ଧରି ବନ୍ଦ ରହିଛି ମତଦାନ। ପ୍ରଥମ ଇଭିଏମ ମେସିନ ତ୍ରୁଟି ଯୋଗୁଁ ନୂତନ ଇଭିଏମ ମେସିନରେ ଭୋଟିଂ ଚାଲିଥିଲା। କିନ୍ତୁ ତାହା ମଧ୍ୟ ଅଚଳ ହୋଇ ଯାଇଛି। ଫଳରେ ମତଦାନ କେନ୍ଦ୍ର ସମ୍ମୁଖରେ ଠିଆ ହୋଇଛନ୍ତି ଭୋଟର।
#ArgusNews #padampur #padampurbypoll #padampurbyelection #PadampurVoting #BJD #MoneyDistribute #Odisha