ପହଞ୍ଚିଲାନି ଆମ୍ବୁଲାନ୍ସ ଦୁର୍ଘଟଣା ରେ ଶିଶୁ ମୃତ୍ୟୁ । ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ଅବସ୍ଥାରେ । ଚିକିତ୍ସାପାଇଁ ଆସୁଥିବା ବ୍ଯକ୍ତିଙ୍କୁ ଆମ୍ବୁଲାନ୍ସ ମିଳୁନାହିଁ, ନା ମିଳୁଛି ଅକ୍ସିଜେନ, ଡାକ୍ତର ନଥିବାରୁ ରୋଗୀ ରୋଗୀ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ। ଡାକ୍ତର ଖାନାରେ ବିଜେପି ଓ ସାଧାରଣ ଲୋକେ ଧାରଣାରେ ବସିଲେ।
#ArgusNews #Padampur #MedicalProblem #Strike #Bargarh #Odisha