ପଦମପୁର ନିର୍ବାଚନକୁ ବିଜେଡି ଗୋଳିଆ ଘାଣ୍ଟିଆ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ । ବିଜେପିର ଜଣେ ମହିଳା କର୍ମୀଙ୍କୁ ବିଜେଡି ବିଧାୟକଙ୍କ ଅଶାଳୀନ ମନ୍ତବ୍ୟର ପ୍ରତିବାଦ । ଯାହାର ପ୍ରତିବାଦରେ ସିଇଓଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧି ଦଳ ।
#ArgusNews #padampur #padampurbypoll #padampurbyelection #BJP #Protest #Odisha