#ବର୍ଷାଙ୍କ_ଆଖିରେ_ଲୁହ ।
#ପ୍ରଦୀପଙ୍କ_ଛାତିରେ_କୋହ_ଆଖିରୁ_ଝରୁଛି_ଲୁହ ।
ଗୋଟିଏ ପଟେ ସମବେଦନା, ଅନ୍ୟ ପଟେ ସ୍ବାଭିମାନ । ଗୋଟିଏ ପଟେ ଆବେଗ, ଅନ୍ୟ ପଟେ ଲୋକଙ୍କ ସୁଖରେ, ଦୁଃଖରେ ଛିଡ଼ା ହେଉଥିବା ମଣିଷର ଭାବାବେଗ । ହୁଏତ ଲୁହକୁ ଆଙ୍କିଲା ବେଳେ ଉଭୟଙ୍କ କାନ୍ଦଣା କାରିଗରୀ ପରି ଦୃଶ୍ୟମାନ ହେଉଥିବ । ହେଲେ ପଦମପୁରରେ କାହାର ଭାବାବେଗକୁ ମିଳିବ ସ୍ବୀକୃତି ।
#ArgusNews #padampur #padampurbypoll #padampurbyelection #BJD #BJP