ପଦମପୁର ନିର୍ବାଚନ ମଇଦାନ କମ୍ପିବ। ଆଜିଠୁ ବିଜେପିର ପ୍ରଚାରର ମଙ୍ଗ ଧରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଦୀପ ପୁରୋହିତଙ୍କ ପାଇଁ କରିବେ ରୋଡ ଶୋ ଓ ନିର୍ବାଚନୀ ସଭା।
#ArgusNews #padampur #padampurbypoll #padampurbyelection #PradipPurohit #DharmendraPradhan #Odisha