ଗାଁରେ ଅଧିକାଂଶ ଘରେ ପଡିଛି ତାଲା । ପରିବାର ସହ ବାହାର ରାଜ୍ୟକୁ ଯାଇଛନ୍ତି ଦାଦନ ଖଟି। ୨୨ ବର୍ଷ ବିଜେଡି ଶାସନ, ପ୍ରାୟ ୨୫ ବର୍ଷ ବରିହା ପରିବାର ର ଶାସନ ବନାମ ଡେଭଲପମେଣ୍ଟ। ପଦ୍ମପୁର ନିର୍ବାଚନ ମଣ୍ଡଳୀ ଦହିତା ପଞ୍ଚାୟତ ଡ଼ଙ୍ଗାଛଞ୍ଚା ଗାଁର ରିଏଲିଟି ଚେକରେ ଧରା ପଡିଲା ବିଜେଡି ଶାସନ ଏବଂ ବିଜୟ ସିଂ ବରିହାଙ୍କ ଶାସନର ମିଛ ପ୍ରଚାର।
#ArgusNews #Bargarh #Migrants #BJD #padampurbyelection #Odisha