ପଦମପୁର ନିର୍ବାଚନମଣ୍ଡଳୀର ଭୂବନେଶ୍ବରପୁର ପଞ୍ଚାୟତର କପିଲାସପୁର ଗାଁରେ ମାତିଛନ୍ତି ବିଜେଡି ଦଲାଲ। ନକଲି ଇଭିଏମ ଦେଖାଇ ବୁଢାବୁଢିଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ପ୍ରବତ୍ତାଉଛନ୍ତି। ବିଜେଡି ଦଲାଲଙ୍କୁ ଘେରିଲେ ଗାଁ ଲୋକେ।
#ArgusNews #padampur #padampurbypoll #padampurbyelection #campaigning #BJD #Brokers #Odisha