କାଲି ପଦମପୁର ଗସ୍ତ ବେଲକେ ଜିଲ୍ଲା ମାନ୍ୟତା ଇସ୍ତାହାର ଆଣୁନ୍ ମୁଖ୍ୟମନ୍ତ୍ରୀ । ଆହ୍ବାନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଦମପୁରଥି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର୍ ମାରାଥନ୍ ପ୍ରଚାର । ଝାରବନ୍ଧ ଠାନେ ବିଜେପିର୍ ଗୁଟେ ବଡ୍ ସାଧାରଣ ସଭା ।
#ArgusNews #padampur #padampurbypoll #padampurbyelection #PradipPurohit #DharmendraPradhan #campaigning #Odisha