#ସୋମବାର_ଭୋଟ୍_ଦେବ_ପଦମପୁର
#ସକାଳ_୭ଟାରୁ_ଅପରାହ୍ନ_୪ଟା_ଯାଏ_ଚାଲିବ_ମତଦାନ
ସୋମବାର ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟିଂ । ସକାଳ 7ଟା ରୁ ଅପରାହ୍ନ 4 ଟା ଯାଏ ହେବ ମତଦାନ। ମୋଟ ୩୧୯ଟି ବୁଥ୍ ରହିଥିବାବେଳେ 79 ସମ୍ବେଦନଶୀଳ ବୁଥ ଚିହ୍ନଟ କରିଛି ପ୍ରଶାସନ। 120 ବୁଥରେ ୱେବ୍ କାଷ୍ଟିଂ ଓ 66ଟି ବୁଥ ସିସିଟିଭି ସର୍ଭେଲାନ୍ସରେ ରହିଛି।
#ArgusNews #padampur #padampurbypoll #padampurbyelection #ElectionPreparation #Bargarh #Odisha