#ଟଙ୍କା_ବାଣ୍ଟୁଛି_ଶାସକ_ଦଳ
ଆମ ଗାଁର ଉର୍ଣ୍ଣତି ଦରକାର । ସ୍କୁଲ ଏବଂ ରାସ୍ତା ଦରକାର । ପାଇସା ଦରକାର ନାହିଁ କହିଲେ ଗ୍ରାମବାସୀ । ୱାଡମେମ୍ବରଙ୍କ ସ୍ବାମି କହୁଛନ୍ତି ଟଙ୍କା ବାଣ୍ଟିବାକୁ ଯାଇଛନ୍ତି ତାଙ୍କ ସ୍ତ୍ରୀ ମହିମା ତାଣ୍ଡି ।
#ArgusNews #padampur #padampurbypoll #padampurbyelection #campaigning #BJD #MoneyDistribute #Odisha