ପଦମପୁର ବ୍ଲକ ପୁରେନା ପଂଚାୟତ ବଗେଇଜୁରୀ ଗାଁରେ ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ । ୨ ଜଣଙ୍କୁ କାବୁ କଲେ ଗାଁ ଲୋକେ । ପୋଲିସ ପହଞ୍ଚି ଲୋକଙ୍କୁ ଘଟଣାସ୍ଥଳରୁ ଘଉଡ଼ାଇ ଦେଇଥିଲା ।
#ArgusNews #padampur #padampurbypoll #padampurbyelection #PadampurVoting #BJD #MoneyDistribute #Odisha