ପଦମପୁରରେ ବିଜେପିର ଚାଏ ପେ ଚର୍ଚ୍ଚା । କାର୍ଯ୍ୟକ୍ରମରେ ନାଚିଲେ ସାଂସଦ, ବିଧାୟକ ଓ ବିଜେପି କର୍ମୀ । ଆଜି ପଦମପୁର ବେହୁରିଆ ଛକରେ ବିଜେପି ପକ୍ଷରୁ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ମଧ୍ୟମରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର ଚାଲିଛି ।
#ArgusNews #padampur #padampurbypoll #padampurbyelection #campaigning #DharmendraPradhan #PradipPurohit #BJP #chaipecharcha #Odisha