#ଟଙ୍କା_ବାଣ୍ଟୁଛି_ବିଜେଡି
କଟକିଆ ମାନେ ଆମ ଭାଇ ଭାଇ ଭିତରେ ଝଗଡା ଲଗଉଛନ୍ତି । ମୁଣ୍ଡ ପିଛା ୧୦୦୦ଟଙ୍କ ଲେଖା ଦଉଛନ୍ତି ଆଉ କହୁଛନ୍ତି ଶଙ୍ଖରେ ଭୋଟ ଦବ। ପୋଲିସ ପ୍ରଶାସନ ଉପସ୍ଥିତିରେ ବଣ୍ଟାଯାଉଛି ଟଙ୍କା ।
#ArgusNews #padampur #padampurbypoll #padampurbyelection #campaigning #BJD #MoneyDistribute #Odisha