#ବିଜେଡି_ଗାଡି_ମାଫ୍_ବିଜେପି_ଗାଡି_ଯାଞ୍ଚ
ପଦ୍ମପୁର ଉପନିର୍ବାଚନ ପାଇଁ ପୋଲିସ ଯାଞ୍ଚ ଚାଲିଥିବାବେଳେ ପାତର ଅନ୍ତର ଦେଖିବାକୁ ମିଳିଛି । ଘୁମୁସର ବିଜେପି ଜିଲ୍ଲା ଉପଭାପତି ଅଯୋଧ୍ୟ ନାଥ ପଦ୍ମପୁର ଆସିବା ବେଳେ ଘଣ୍ଟା ଘଣ୍ଟା ଧରି ପୋଲିସ ଯାଞ୍ଚ ବାହାନାରେ ଅଟକ ରଖିଥିଲା । ଏହି ସମୟରେ ବିଜେଡି ଗାଡି ବିନା ଯାଞ୍ଚରେ ଛାଡି ଦେଉଥିବା ଅଭିଯୋଗ ହୋଇଛି ।
#ArgusNews #padampur #padampurbypoll #padampurbyelection #campaigning #Odisha