ବରଗଡ଼ରୁ ନୂଆପଡା ରେଳ ଲାଇନ ଆପଣଙ୍କ ଅଧିକାର । ଆମକୁ କାଲି ଜାଗା ଦିଅନ୍ତୁ, ପଅରିଦିନ କାମ ଆରମ୍ଭ ହେବ ବୋଲି କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।
#ArgusNews #padampur #PadampurByElection #PadampurByPoll #campaigning #PradipPurohit #NarendraSinghTomar #AshwiniVaishnaw #Odisha