ଗାଁର ୱାଡମେମ୍ବର ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଦୀପ ଛୁଆଇଁ ସପଥ କରାଉଥିବା ଅଭିଯୋଗ । ଯାହାକୁ ନେଇ ବିଜେଡି ବିରୁଦ୍ଧରେ ଗ୍ରାମବାସୀ ପ୍ରତିବାଦକୁ ଓହ୍ଲାଇଛନ୍ତି। ଟଙ୍କା ଧରି ଗାଁ ମଝିରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ।
#ArgusNews #padampur #padampurbypoll #padampurbyelection #campaigning #BJD #MoneyDistribute #Odisha