ନେତା ତ ଅନେକ ଅଛନ୍ତି। ହେଲେ ଜନତାର ନେତା, କହିପାରନ୍ତି ଜନନେତାଟିଏ କୋଚିତ୍ ଦେଖା ଦିଅନ୍ତି। ଯିଏ ଜନତାର ସୁଖ ଦୁଃଖରେ ଭାଗି ହୁଏ। ସବୁ କାମରେ ସାଥିରେ ଠିଆ ହୁଏ। ଠିକ ସେମିତି ଜଣେ ନେତା ହେଉଛନ୍ତି ପ୍ରଦୀପ ପୁରୋହିତ, କୁନା ଦା’
#ArgusNews #BJP #PradipPurohit #padampur #padampurbypoll #padampurbyelection #Bargarh #Odisha