ଭୋଟ ପାଇ ବିଜେଡିର ହାଇଡ୍ରାମା । କାନ୍ଦି କାନ୍ଦି ଭୋଟ ମାଗିବା ପାଇ ବର୍ଷା ସିଂ ବରିହା କୁ ମନ୍ତ୍ରୀ ରିତା ସାହୁ କହୁଛନ୍ତି । ନୂତନ ବିଜେଡି ନେତା ମହେନ୍ଦ୍ର ବଢେଇ ମଧ୍ୟ କହୁଛନ୍ତି ଆଉ ଟିକିଏ କୁହ ବୋଲି
#ArgusNews #BJD #barshasinghbariha #ElectionCampaign #PadampurBypoll #PadampurByElection #Padampur