ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିକାଶ କରିବା କଥା କହୁଥିବା ବେଳେ ବାସ୍ତବ ଚିତ୍ର ଭିନ୍ନ ଅଟେ । ରାସ୍ତା ପାନୀୟ ଜଳ ପରି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ବଇଦପାଲି ଗାଁ ବାସିନ୍ଦା । ବର୍ତ୍ତମାନ ଉପନିର୍ବାଚନ ସମୟ ହୋଇଥିବାରୁ ଭୋଟ ବର୍ଜନ ପରି ଚରମ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଦେଖିବା ପଦ୍ମପୁର ଉପନିର୍ବାଚ ମଣ୍ଡଳୀ କନସିଂଘା ପଞ୍ଚାୟତ ବଇଦପାଲି ଗାଁରୁ ।
#ArgusNews #padampur #development #RoadProblem #WaterProblem #villagers #Odisha #Bargarh