#ବିଜେଡିକୁ_ଭୋଟ_ପାଇ_ଗାଁରେ_ଚାଲିଛି_ଉନ୍ନୟନ_ମୂଲ_କାମ
ପଦ୍ମପୁର ଉପନିର୍ଵାଚନରେ ଆଚରଣ ବିଧି ଖୋଲା ଖୋଲି ଭାବେ ଉଲଘନ କରୁଛି ବ୍ଲକ ପ୍ରଶାସନ । ଆଚରଣ ଲାଗୁ ପରେ ବି ଗାଁରେ ଉନ୍ନୟନ ମୂଲକ କାର୍ଯ୍ୟ ଚାଲିଛି । ଏଵେ ଉପନିଵାଚନ ଥିବାରୁ ବ୍ଲକ ପ୍ରଶାସନ ବିଜେଡିର ପାଇ ଆଚରଣ ବିଧି ଉଲଘନ କରି ରାସ୍ତା କାମ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
#ArgusNews #padampur #ByElection #development #village #Odisha #RoadProblem #BJD