ପଦମପୁରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମାରାଥନ ପ୍ରଚାର । ପ୍ରଦୀପ ପୁରୋହିତଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ପାଓ୍ବାର ଶୋ । ମାରାଥନ୍ ରୋଡ୍ ଶୋ ସାଙ୍ଗକୁ ଧୂଆଁଧାର ନିର୍ବାଚନୀ ସଭା କରୁଛନ୍ତି ଧର୍ମେନ୍ଦ୍ର ।
#ArgusNews #padampur #padampurbypoll #padampurbyelection #PradipPurohit #DharmendraPradhan #campaigning #Odisha