ପଦମପୁରରେ ହାଇଭୋଲଟେଜ୍ ପ୍ରଚାର । ଆସୁଛନ୍ତି କେନ୍ଦ୍ର କୃଷି ଓ ରେଳମନ୍ତ୍ରୀ । ଚାଷ, ବୀମା ଓ ରେଳଲାଇନ୍ ପ୍ରସଙ୍ଗ ରହିବ ଫୋକ୍ସରେ । ଉଭୟ ପ୍ରସଙ୍ଗରେ ବ୍ୟକ୍ଫୁଟ୍ରେ ଶାସକ ବିଜେଡି ।
#ArgusNews #padampur #padampurbypoll #padampurbyelection #PradipPurohit #campaigning #SamirMohanty #NarendraSinghTomar #AshwiniVaishnaw #Odisha