ନିର୍ବାଚନ ପ୍ରଚାରରେ କମ୍ପୁଛି ପଦମପୁର ନିର୍ବାଚନ ମଣ୍ଡଳୀ। ଆଜିକୁ ମିଶାଇ ପ୍ରଚାର ପାଇଁ ହାତରେ ଆଉ 3 ଦିନ ବାକି । ସେଥିପାଇଁ ପ୍ରଚାରକୁ ଯୋରଦାର କରିଛନ୍ତି ସମସ୍ତ ପ୍ରାର୍ଥୀ ଓ ଦଳ।
#ArgusNews #padampur #padampurbypoll #padampurbyelection #PradipPurohit #DharmendraPradhan #campaigning #Odisha