ପଦମପୁର ଉପ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର । ଆଜି ଜୀ ଜାନ୍ ଲଗାଇବେ ଦିନି ପ୍ରମୁଖ ଦଳ । ଧୂଆଁଧାର୍ କ୍ୟାମ୍ପେନ, ଧୂଳିଉଡ଼ା ପ୍ରଚାର ହେବ । ବିଜୟବାନା ଉଡ଼ାଇବାକୁ ଧୁମ୍ ପରିଶ୍ରମ କରିବେ ରାଜନୈତିକ ଦଳ ।
#ArgusNews #padampur #padampurbypoll #padampurbyelection #campaigning #BJP #BJD #Odisha