ଆଜିଠୁ କମ୍ପିବ ପଦମପୁର ମୈଦାନ । ବିଜେପି ପ୍ରଚାରର ମଙ୍ଗ ଧରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରୋଡ ଶୋ କରିବା ସହ ଜନସଭାକୁ କରିବେ ସମ୍ବୋଧିତ । ଉତ୍ସାହିତ ବିଜେପି ଶିବିର । ନବୀନ ବି ଭର୍ଚୁଆଲ ବଦଳରେ ଗ୍ରାଉଣ୍ଡକୁ ପ୍ରଚାରକୁ ଓହ୍ଲାଇବା ନେଇ ଚର୍ଚ୍ଚା ।
#ArgusNews #padampur #padampurbypoll #padampurbyelection #PradipPurohit #DharmendraPradhan #Odisha