ବିଜେଡି ବିଧାୟକଙ୍କ କମ୍ବଳ ବଣ୍ଟା । ନିର୍ବାଚନ ଆଚରଣ ବିଧିର ଧଜ୍ଜିଆ ଉଡ଼ାଇଲେ ବିଧାୟକ । ପଦମପୁର ନିର୍ବାଚନ ମଣ୍ଡଳି କେଚଡାଦାରରେ କମ୍ବଳ ଓ ଚାଷୀଙ୍କୁ ଧାନ କାଟିବା ଦା' ବାଣ୍ଟିଲେ ବିଧାୟକ ମନୋହର ରନ୍ଧାରି ।
#ArgusNews #padampur #padampurbypoll #padampurbyelection #campaigning #bjdcandidate #Odisha