ପ୍ରଦୀପ ପୁରୋହିତଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ପାଓ୍ବାର ଶୋ । ଆଜି ଝାରବନ୍ଧ ବ୍ଲକ ଫୁଟବଲ ପଡିଆ ରୁ ଆରମ୍ଭ କରିବେ ପ୍ରଚାର । ପରେ ପଦ୍ମପୁର ବ୍ଲକ ଦୁବଲାବାହାଲ ଖେଳ ପଡିଆରେ ଏକ ସାଧାରଣ ସଭାକୁ କେନ୍ଦ୍ରମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।
#ArgusNews #padampur #padampurbypoll #padampurbyelection #PradipPurohit #DharmendraPradhan #campaigning #Odisha