#ପଦମପୁର_ଜିଲ୍ଲା_ପ୍ରତିଶ୍ରୁତିର_ପ୍ରେସରରେ_ସରକାର
#ବାଧ୍ୟବାଧକତା_ହୋଇଛି_ଜିଲ୍ଲା_ମାନ୍ୟତା_ଦେବା
ଅନ୍ୟ ୧୫ ଉପଖଣ୍ଡରେ ବି ଉଠିଲା ସମାନ ଦାବି । ୨୦୨୩ ସୁଦ୍ଧା କେତେ ଛୁଇଁବ ରାଜ୍ୟରେ ଜିଲ୍ଲା ସଂଖ୍ୟା ? ଏବେ ସରକାର ନୂଆ ଜିଲ୍ଲା ଗଠନ ପାଇଁ କାର୍ଯ୍ୟ କରୁଛନ୍ତି ନା ନିର୍ବାଚନ ନାଁରେ ଗଡାଉଛନ୍ତି ସମୟ ।
#ArgusNews #padampur #District #Demand #OdishaGovt #BJD #controversy #Odisha