Padampur By Election | ମଙ୍ଗଳବାରଠୁ କମ୍ପିବ ପଦମପୁର କ୍ୟାମ୍ପେନ୍ !
ବିଜେପି ପ୍ରଚାରର ମଙ୍ଗ ଧରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାକୁ ଉତ୍ସାହିତ ବିଜେପି ଶିବିର । ମୁଖ୍ୟମନ୍ତ୍ରୀ ନବୀନ ବି ଭର୍ଚୁଆଲ ବଦଳରେ ଗ୍ରାଉଣ୍ଡକୁ ପ୍ରଚାରକୁ ଓହ୍ଲାଇବା ନେଇ ଚର୍ଚ୍ଚା
#ArgusNews #padampur #padampurbypoll #padampurbyelection #Odisha #Electioncampaign #DharmendraPradhan