Padampur By Election | ପଦମପୁରରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି ଚେକିଂ
ପାଟଣାଗଡ଼ରୁ ପଦମପୁର ଯିବା ରାସ୍ତାରେ ସାଂସଦଙ୍କ ଗାଡ଼ିକୁ ଅଟକାଇଥିଲା ପୋଲିସ । ପ୍ରଚାର କରିବାକୁ ଗଲା ବେଳେ ପୋଲିସ ସାଂସଦଙ୍କ ଗାଡ଼ି ଚେକିଂ କରିଥିଲା ।
#ArgusNews #padampur #padampurbypoll #padampurbyelection #Odisha #PratapSarangi