#ରାତି_ପାହିଲେ_ଆସିବ_ପଦ୍ମପୁର_ଫଳାଫଳ
#କିଏ_ଜିତିବ_ବାଜି ?
ଆସନ୍ତାକାଲି ରାଜ୍ୟ ରାଜନୀତି ପାଇଁ ବଡ଼ ଦିନ । ଆସିବ ପଦମପୁର ଉପନିର୍ବାଚନ ଫଳାଫଳ । ଏହି ରେଜଲ୍ଟ ହିଁ ସୂଚାଇ ଦେବ କେଉଁ ଆଡ଼କୁ ଯାଉଛି ରାଜ୍ୟ ରାଜନୀତି । ପଦମପୁରରେ କିଏ ମାରିବ ବାଜି ତା ଉପରେ ନିର୍ଭର କରୁଛି ରାଜ୍ୟର ଭବିଷ୍ୟତ । ଫଳାଫଳ ଆଭାସ ଦେବ ୨୦୨୪ ପାଇଁ ଓଡ଼ିଶା ଜନତାଙ୍କ ମୁଡ୍ । ବିଜେଡି ପାଇଁ ଉପନିର୍ବାଚନ ଏସିଡ୍ ଟେଷ୍ଟ । ଗଣତି ପୂର୍ବରୁ ୫୦ରୁ ଉର୍ଦ୍ଧ୍ବ ନେତାଙ୍କୁ ସୁପ୍ରିମୋଙ୍କ ଡାକରା ।
#ArgusNews #padampur #padampurbypoll #padampurbyelection #Bargarh #Odisha