#ଧାନ_କିଣା_ହେଲା_ହେଲେ_ହିସାବ_ମିଳିଲାନି
#ଗାୟବ_ହୋଇଗଲା_ହଜାର_ହଜାର_କ୍ବିଣ୍ଟାଲ_ଧାନର_ହିସାବ
ଧାନ କିଣାରେ ବ୍ୟାପକ ଅନିୟମିତିତା ଅଭିଯୋଗ ଭିତରେ ଆଜି ଠାରୁ ଆରମ୍ଭ ହୋଇଛି 2022-23 ଖରିଫ ପାଇଁ ଧାନସଂଗ୍ରହ ପ୍ରକିୟା.. ଏଥର ଖରିଫ ଓ ରବିରେ ମୋଟ 71 ଲକ୍ଷ ମେଟ୍ରିକ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି
#PaddyScam #Farmer #OdishaGovt #Odisha #ArgusNews