#ବିଧାନସଭାରେ_ପଦ୍ମପୁର_ଛାଇ
#ଶାସକ_ଦଳର_ଅଧା_ରୁ_ଅଧିକ_ନେତା_ମନ୍ତ୍ରୀ_ଅନୁପସ୍ଥିତ
ପଦ୍ମପୁର ପ୍ରଚାର ଆଗ ନା ବିଧାନସଭା ? ଲୋକଙ୍କ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ନା ଦଳୀୟ ପ୍ରଚାର ? ବିଧାନସଭାର ଶୀତକାଳୀନ ଅଧିବେଶନର ଆରମ୍ଭ ଦିନରୁ ଗୃହ ଭିତରର ଦୃଶ୍ୟକୁ ନେଇ ଚର୍ଚ୍ଚା ଯୋର । ଗୃହରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ବେଳେ ଅନୁପସ୍ଥିତ ରହିଥିଲେ ଶାସକ ଦଳର 50 ପ୍ରତିଶତରୁ ଅଧିକ ବିଧାୟକ ।
#ArgusNews #BJD #Minister #Assembly #Bhubaneswar #Odisha