#୩୦_ଜଣ_ଛାତ୍ରଛାତ୍ରୀଙ୍କୁ_ମୁର୍ଖ_ବନେଇଦେଲେ_ରାଜ୍ୟ_ସରକାର !
୪ ବର୍ଷ ହେଲାଣି ୩୦ ଜଣ ଛାତ୍ର ଛାତ୍ରୀଙ୍କ ପାଠପଢାରେ ଲାଗିଛି ଡୋରି । ସ୍କୁଲ ନ ଖୋଲିଲେ ଭୋଟ ବର୍ଜନର ନାରା ଦେଲେ ଭୋଟର ଓ ଛାତ୍ରଛାତ୍ରୀ । ଆସନ୍ତୁ ଦେଖିବା ପାଇକମାଲ ବ୍ଲକ ରୁ ଏହି ରିପୋର୍ଟ
#ArgusNews #Paikamal #Student #Education #Odisha