#ପଖାଳ_ଦିବସ_ପାଇଁ_ପ୍ରସ୍ତୁତି !
ମାର୍ଚ୍ଚ 20 ପଖାଳ ଦିବସ. ସେଥିପାଇଁ ହୋଟେଲ ରେଷ୍ଟରାଣ୍ଟ ମାନଙ୍କରେ ପ୍ରସ୍ତୁତ ଆରମ୍ଭ ହେଲାଣି । ଓଡ଼ିଆ ସଂସ୍କୃତି, ପରମ୍ପରା ସହ ପଖାଳ ଓତପ୍ରୋତ ଭାବେ ଜଡ଼ିତ । ଓଡ଼ିଶାର ପ୍ରତିଟି ଘରେ, ହୋଟେଲ ଏବଂ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନରେ ନାନା ରକମର ପଖାଳ ସାଙ୍ଗକୁ ଛଅ ଠା… ନଅ ଭଜା… ପ୍ରସ୍ତୁତ ହୋଇଥାଏ
#AgusNews #Bhubaneswar #PakhalDivas #OdiaFood #Resturant #Odisha