#ଟ୍ବିନସିଟିରେ_ପଖାଳ_ଦିବସ_କ୍ରେଜ୍
#ସବୁଠି_ବାସିଲା_ପଖାଳର_ମହକ
ପଖାଳ ଓଡ଼ିଆଙ୍କ ଜୀବନ ରେଖା। ଖରାଦିନେ ଓଡ଼ିଆ ଘରେ ମହକେ ପଖାଳ ବାସ୍ନା। ଏହାର ପ୍ରଚାର ପ୍ରସାର ପାଇଁ ଆମେ ଗୋଟିଏ ଦିନ ବା ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳୁ। ଆଉ ଆଜିର ଦିନରେ ଟ୍ବିନସିଟିରେ ଜମିଛି ପଖାଳ ଦିବସ...।
#ArgusNews #PakhalaDivas #celebration #Pakhala #cuttack #Bhubaneswar #Odisha