#ଆଜି_ବିଶ୍ବ_ପଖାଳ_ଦିବସ
#ଜମିବ_ଓଡ଼ିଆ_ପଖାଳ_କଂସା_ବାସ୍ନା
ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ପଖାଳ । ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ । ତେଣୁ ଏହି ଦିବସକୁ ପାଳନ କରିବାକୁ ହୋଟେଲ ଓ ରେସ୍ତୋରାଁରେ ପଖାଳ ଖାଇବାକୁ ଲାଗିବ ଭିଡ଼ ।
#ArgusNews #PakhalaDivas #celebrate #OdiaCulture #mahaprabhu #JayJagganath #Odisha