ପଖାଳର ଲୋକପ୍ରିୟତାକୁ ନେଇ ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି । ଆଜିର ସମୟରେ ଖାଲି ଘରେ ଘରେ ନୁହେଁ ଝୁମ୍ପୁଡି ହୋଟେଲ ଠାରୁ ଆରମ୍ଭ କରି ତାରକା ହୋଟେଲରେ ପଖାଳର ମହକ ବାରି ହେଉଛି । ସମ୍ବଲପୁରର ବିଭିନ୍ନ ହୋଲେଟରେ ପଖାଳ ଦିବସ ପାଳନ କରାଯାଉଛି ।
#ArgusNews #PakhalaDivas #Sambalpur #celebrate #Odisha #hotel