#ପଖାଳ_ଦିବସକୁ_ନେଇ_ଶୁଭେଚ୍ଛା_ଜଣାଇଲେ_କେନ୍ଦ୍ର_ଶିକ୍ଷାମନ୍ତ୍ରୀ_ଧର୍ମେନ୍ଦ୍ର_ପ୍ରଧାନ
ସେ ଟ୍ଵିଟ୍ କରି ଲେଖିଛନ୍ତି, ‘ପଖାଳ’ ଆମ ଓଡ଼ିଆ ଜନଜୀବନ ଓ ଖାଦ୍ୟପେୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଓଡ଼ିଆଙ୍କ ଖାଦ୍ୟ ପ୍ରତି ଥିବା ଭଲ ପାଇବା ଓ ଶ୍ରଦ୍ଧାର ପ୍ରତୀକ ।
#ArgusNews #PakhalaDivas #Twitter #tweet #DharmendraPradhan #wish #Odisha