ପଳାସ ଫୁଲର ସମ୍ଭାର
ବଲାଙ୍ଗିର ଜିଲ୍ଲାର ସମଗ୍ର ପାଟଣାଗଡ଼ ଅଞ୍ଚଳରେ ସୁନ୍ଦର ପରିବେଶ ସୃଷ୍ଟି କରିଛି ଲାଲ ରଙ୍ଗର ପଳାସ ଫୁଲ। ସକାଳର ପହିଲି କିରଣ ଧରଣୀ ରାଣୀ କୁ ସ୍ପର୍ଶ କରୁଥିବା ବେଳେ ନାଲି ପଲାସ ଫୁଲ ସକାଳର ସୌନ୍ଦର୍ଯ୍ୟକୁ ବଢ଼ାଇ ଦେଉଛି ।
#ArgusNews #PalashFlowers #beautyofnature #springvibes #Balangir #Odisha